Jump to content

ଦିଗ୍ୱିଜୟ

ଉଇକିଅଭିଧାନ‌ରୁ

ଦିଗ୍ୱିଜୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ ବିଜୟ; ୬ଷ୍ଠୀ ତତ୍)

[ସମ୍ପାଦନା]

ବିଦ୍ୟା, ବୁଦ୍ଧି ବା ବଳଦ୍ୱାରା ସବୁ ଦିଗରୁ ଅଧିକାର ବା ଜୟ କରିବା —Conquest of the world (whenever one goes) through one's prowess or learing.

[ଦ୍ରଷ୍ଟବ୍ୟ —ପ୍ରାଚୀନ କାଳରେ ରାଜାମାନେ ନିଜ ନିଜର ବୀରତା ଜଗତରେ ଘୋଷଣା କରିବା ପାଇଁ ଦେଶଦେଶାନ୍ତରକୁ ସୈନ୍ୟସହ ଯାତ୍ରା କରି ସେହି ସେହି ଦେଶର ରାଜାମାନେ ସଙ୍ଗେ ଯୁଦ୍ଧ କରି ଜୟ ଲାଭ କରି ନିଜ ରାଜ୍ୟକୁ ଫେରି ଆସୁଥିଲେ]