Jump to content

ଦିଗ୍ୱିଜୟୀ

ଉଇକିଅଭିଧାନ‌ରୁ

ଦିଗ୍ୱିଜୟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଦିଗ୍ ବିଜୟ+ ଅଛି ଇନ୍; ୧ମା. ୧ବ)

[ସମ୍ପାଦନା]

ଯେ ପୃଥିବୀର ଯେଉଁ ଦିଗକୁ ଯାଏ ସେହି ଦିଗକୁ ଜୟ କରେ —World-conquering; invincible; of irresistible power; one who conquers whenever he goes; conquering the universe.