ଦିଗ ଦହନ
ଦେଖଣା
ଦିଗ ଦହନ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦିକ୍ଦହନ)
[ସମ୍ପାଦନା]ଯେ ଚତୁର୍ଦ୍ଦିଗ ଜାଳି ଦିଏ —Inflaming; who can burn all around.
ବିଶେଷ୍ୟ -
[ସମ୍ପାଦନା]- ୧. ଚତୁର୍ଦ୍ଦିଗରେ ଜ୍ୱଳନକ୍ରିୟା — ୧. Burning of all sides.
- ୨. ଇନ୍ଦ୍ରଜିତଙ୍କ ଦେବଦଳନ ରଥରେ ଉଡ଼ୁଥିବା ପତାକା— ବିଶେଷ —୨. The name of the flag flying on the chariot of Indrajita.
ବଇଜୟନ୍ତୀ ରମ୍ୟ ଦିଗଦହନ ନାମ ନଭେ ଲଭେ ଚଞ୍ଚଳେ ସେ— ଭଞ୍ଜ. ବୈଦେହୀଶବିଳାସ
- ୩. ଦିଗ୍ଦାହ (ଦେଖ) - —୩. Dig-dāha (See)