Jump to content

ଦିଙ୍ମଣ୍ଡଳ

ଉଇକିଅଭିଧାନ‌ରୁ

ଦିଙ୍ମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ ମଣ୍ଡଳ; ୬ଷ୍ଠୀ ତତ୍)

[ସମ୍ପାଦନା]

ଦିଗମାନଙ୍କର ଚକ୍ରାକାର ଶେଷସୀମା ଯାହାକି ଆଖିକୁ ଦେଖା— ଯାଏ; ଦିକ୍ଚକ୍ର; ଦିଗ୍ୱଳୟ —Horizon.