Jump to content

ଦିଙ୍ମାତ୍ର

ଉଇକିଅଭିଧାନ‌ରୁ

ଦିଙ୍ମାତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିକ୍+ମାତ୍ର)

[ସମ୍ପାଦନା]
୧. ଏକ ଦେଶ ମାତ୍ର — ୧. One quarter only.
୨. ଏକାଂଶ; ଅଂଶମାତ୍ର —୨. One part only.
୩. କୌଣସି ବିଷୟର ସୂଚନା ମାତ୍ର —୩. Mere indication or hint of any matter.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଅଳ୍ପମାତ୍ର —A little of; a bit of.