ଦିଟା
ଦେଖଣା
ଦିଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦୁଇଟା, ଦିଇଟା, ଦୁଇଗୋଟା, ଦୋଟା, ଦୋଓଟା, ଦିଉଟା, ଦିଓଟାଅନ୍ୟରୂପ
(ଦିଟି, ଦିଇଟି—ଅନାଦରାର୍ଥକ)
ଦେଶଜ - ବିଶେଷ୍ୟ - ଓବିଶେଷଣ - (ଅନାଦରାର୍ଥକ)—(ସଂସ୍କୃତ - ଦ୍ୱି)
[ସମ୍ପାଦନା]- ୧. ଦୁଇଟା; ଦୁଇଗୋଟା —୧. Two, the two.
(ଯଥା—ସେ ଦିଟା ବିରାଡ଼ି ନିତିକି ନିତି ଏଠାରେ ଆସି କଳି ଲଗେଇଲେ)
- ୨. ଅଳ୍ପସଂଖ୍ୟକ — ୨. A few; a small number.
- ୩. ଅଳ୍ପପରିମିତ — ୩. A little; a small quantity.