ଦିତି
ଦେଖଣା
ଦିତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦୋ ଧାତୁ+ ଭାବ. ତି)
[ସମ୍ପାଦନା]- ୧. ଛେଦନ କରଣ; ଖଣ୍ଡନ —୧. Tearing; cutting.
- ୨. ବିଦାରଣ —୨. Piercing.
- ୩. (ନାମ)—ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ କଶ୍ୟପ ମୁନିଙ୍କର ଏକତମା ଭାର୍ଯ୍ୟା; ଅସୁମାନଙ୍କ ମାତା — One of the wives of Kaṡyapa, who gave birth to demons.
[ଦ୍ରଷ୍ଟବ୍ୟ —ଏହାଙ୍କ ସନ୍ତାନମାନଙ୍କୁ ଦୈତ୍ୟ ବୋଲାଯାଏ]