Jump to content

ଦିଦୃକ୍ଷମାଣ

ଉଇକିଅଭିଧାନ‌ରୁ

ଦିଦୃକ୍ଷମାଣ

ଉଚ୍ଚାରଣ

[ସମ୍ପାଦନା]
(ଦିଦୃକ୍ଷମାଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୃଶ୍ୟ୍ ଧାତୁ+ ଇଚ୍ଛାର୍ଥେ ସନ୍= ଦିଦୃକ୍ଷ ଧାତୁ + କର୍ତ୍ତୃ. ଶାନଚ୍)

[ସମ୍ପାଦନା]

ଦର୍ଶନେଚ୍ଛୁ; ଦର୍ଶନା— ଭିଳାଷୀ —Desirous of seeing.