Jump to content

ଦିଦୃକ୍ଷା

ଉଇକିଅଭିଧାନ‌ରୁ

ଦିଦୃକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୃଶ୍ ଧାତୁ+ ଇଚ୍ଛାର୍ଥେ ସନ୍= ଦିଦୃକ୍ଷ ଧାତୁ+ ଭାବା. ଅ + ଆ)

[ସମ୍ପାଦନା]

ଦେଖିବାର ଇଚ୍ଛା; ଦର୍ଶନାଭିଳାଷ — A desire to see.