ଦିଧିଷୁ
ଦେଖଣା
ଦିଧିଷୁ
ଉଚ୍ଚାରଣ
[ସମ୍ପାଦନା](ଦିଧିଷୂ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ—(ଧିଷ୍ ଧାତୁ= ଶବ୍ଦ କରିବା+ କର୍ମ. ଉ)
[ସମ୍ପାଦନା]- ୧. ଦୁଇବାର ବିବାହିତ ପୁରୁଷ — ୧. A twice-married male.
- ୨. ଦ୍ୱିତୀୟ ବିବାହ କରିଥିବା ବିଧବାର ସ୍ୱାମୀ; ଠାୟାଁ — ୨. A husband of a remarried widow.
- ୩. ବର ପାତ୍ର —୩. A suitor (Apte).
- ୪. ସ୍ୱାମୀ; ବର —୪. Husband (Apte).
- ୫. ଗର୍ଭଧାନକାରୀ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୫. A man through whom a woman ceneceives.
ସ୍ତ୍ରୀ
[ସମ୍ପାଦନା]- ୧. ଦିଧିଷୂ (ଦେଖ) - —୧. Didhishū (See)
- ୨. ବରପୂର୍ବା କନ୍ୟା —୨. A girl who has already been betrothed.
- ୩. ପୁନର୍ବିବାହିତା ଅକ୍ଷତଯୋନି ବିଧବା — ୩. A virgin widow remarried (Apte).