ଦିଧିଷୂପତି
ଦେଖଣା
ଦିଧିଷୂପତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଠାୟାଁ; ଦ୍ୱିତୀୟ ହୋଇଥିବା ବିଧବାର ସ୍ୱାମୀ —୧. The husband of remarried window.
- ୨. ଯେଉଁ ଲୋକ ଭାଇର ବିଧବା ସ୍ତ୍ରୀକୁ ବିବାହ ନ କରି ପାଶବିକ ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ତା ସଙ୍ଗେ ପାପ ପ୍ରଣୟ କରିଥାଏ —୨. A man who has sexual intercourse with the widow of his brother (not as a sacred duty but for carnal gratification. (Apte)