ଦିଧିଷୃ
ଦେଖଣା
ଦିଧିଷୃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଦୁଇବାର ବିବାହିତା ସ୍ତ୍ରୀ — ୧. A woman twice married.
- ୨. ଦୂତୀୟ ହୋଇଥିବା ବିଧବା; ଠାୟାଁଣୀ — ୨. A remarried widow.
- ୩. ଅଗ୍ରେଦିଧିଷୂ; ବଡ଼ ଭଉଣୀ ଅବିବାହିତା ଥାଉ ଥାଉଁ ଯେଉଁ ସାନ ଭଉଣୀ ବିବାହ କରେ (ହିନ୍ଦୀ - ଶବ୍ଦସାଗର) ୩. A girl who has been given in marriage before her elder sister.
- ୪. ବିବାହିତା ସାନ ଭଉଣୀର ଅବିବାହିତା ବଡ଼ ଭଉଣୀ — ୪. An unmarried elder sister of a married girl (Apte)
[ଦ୍ରଷ୍ଟବ୍ୟ —ଏପରି ବିବାହିତା ସାନ ଭଉଣୀକୁ ଅଗ୍ରେଦିଧିଷୁ କୁହା ଯାଏ]