ଦିନକର
ଦେଖଣା
ଦିନକର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦିନ+ କୃ ଧାତୁ+ କର୍ତ୍ତୃ. ଅ; ଉପପଦ ତତ୍ପୁରୁଷ)
[ସମ୍ପାଦନା]- ୧. ଦିବାକର; ସୂର୍ଯ୍ୟ —୧. The sun.
- ୨. ଅର୍କ ଗଛ (ହିନ୍ଦୀ - ଶବ୍ଦସାଗର) — ୨. Arka plant (See)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଜଣେ ଜ୍ୟୋତିଷୀ — A name of an astrologer.
[ଦ୍ରଷ୍ଟବ୍ୟ —ଏହାଙ୍କର ନିବାସ ପୁନା; ଏ ଦାକ୍ଷିଣାତ୍ୟନିବାସୀ ଏ ଯନ୍ତ୍ର ଚିନ୍ତାମଣିର ଟୀକା ଏବଂ ବହୁ ସାରଣୀ ଗ୍ରନ୍ଥର ପ୍ରଣେତା]
ଦେଶଜ - ଅ
[ସମ୍ପାଦନା]ଏକଦିନେ; ଦିନେ —On a certain day.
ଦେଶଜ - ବିଶେଷଣ -
[ସମ୍ପାଦନା]ଦିନିକିଆ (ଦେଖ) - — Dinikiā (See)