ଦିନକାଳ
ଦେଖଣା
ଦିନକାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅସମୟ — ୧. Bad times.
- ୨. ଉପଯୁକ୍ତ ସମୟ —୨. Proper time, fit moment.
- ୩. ବିଶେଷ ସୁବିଧା —୩. Best opportunity.
- ୪. ଜୀବନସମୟ —୪. Lifetime.
- ୫. ଅନ୍ତିମକାଳ —୫. Last days of a person.
ତଳ ବରଡ଼ା ଖସୁଛି, ମଝି ବରଡ଼ା ହସୁଛି, ଉପର ବରଡ଼ା ଥାଇଁ ବୋଇଲା ତୋ ଦିନକାଳ ଆସୁଛି ଢଗ