Jump to content

ଦିନକୁ ଦିନ

ଉଇକିଅଭିଧାନ‌ରୁ

ଦିନକୁ ଦିନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦିନ ବର ଦିନ, ଦିନୁଦିନ, ଦିନୁଦିନୁଅନ୍ୟରୂପ

ଦେଶଜ - ଅ

[ସମ୍ପାଦନା]
୧. କ୍ରମଶଃ ଏକଦିନରୁ ଅନ୍ୟ ଦିନ — ୧. Gradually; from day to day; as days pass awa.
୨. ପ୍ରତ୍ୟହଚ ନିତ୍ୟ; ପ୍ରତିଦିନ — ୨. Daily; day by day.

ଦିନକୁ ଦିନ ତନୁ କ୍ଷୀଣ, ଯେସନ ପୁରୁଣା ବସନ— ଜଗନ୍ନାଥ. ଭାଗବତ