ଦିନକେ
ଦେଖଣା
ଦିନକେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଦିନେକେ—ଅନ୍ୟରୂପ)
ଦେଶଜ - ଅ
[ସମ୍ପାଦନା]- ୧. ଏକଦିନ ମଧ୍ୟରେ — ୧. In the course of one day.
କି ଥିଲେ ଶ୍ୱେତ ସେ ଦିନକେ ଭୀଷ୍ମ ରଥୀ ପାଣ୍ଡବ ସେନାଯାକ ଦିଅନ୍ତେ ସେ ମନ୍ଥି—କୃଷ୍ଣସିଂହ. ମହାଭାରତ
- ୨. (ସଂସ୍କୃତ - ଦୈନିକ) ପ୍ରତିଦିନ — ୨. Daily.
ମାସକେ କାଟଇ ତିନି ତାକୁଡ଼ି ଦିନକେ କାଟଇ ଖିଏ ସାଇ ପଡ଼ିଶାଙ୍କୁ ପଚାରି ଆ ତୁ ମୋଠଉଁ ଘରଣୀ କିଏ—ହାସ୍ୟତରଙ୍ଗ