ଦିନଦିନ ରାତିରାତି
ଦେଖଣା
ଦିନଦିନ ରାତିରାତି
ଉଚ୍ଚାରଣ
[ସମ୍ପାଦନା]ଦିନନାହିଁ ରାତିନାହିଁ, ଦିନଦିନ ରାତାରାତ, ଦିନଦିନ ରାତାରାତିଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ଦିନ ଓ ରାତ୍ରି)
[ସମ୍ପାଦନା]- ୧. ଅହର୍ନିଶ; କି ଦିନ କି ରାତି; ଦିନତମାମ ଓ ରାତିତମାମ; ଦିନଯାକ ଓ ରାତିଯାକ — ୧. Thoughout day and night.
- ୨. ନିରନ୍ତର; ସର୍ବଦା; ଅବିଶ୍ରାନ୍ତରୂପେ — ୨. Incessantly.