Jump to content

ଦିନପାକୀ ଅଜୀର୍ଣ୍ଣ

ଉଇକିଅଭିଧାନ‌ରୁ

ଦିନପାକୀ ଅଜୀର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୈଦିକ ଅନୁସାରେ ଏକପ୍ରକାର ଅଜୀର୍ଣ୍ଣ ରୋଗ —Dyspepsia.

(ଯଥା—ଏଥିରେ ଥରେ ଭୋଜନ କଲୋ ଖାଦ୍ୟଦ୍ରବ୍ୟ ୮ ପ୍ରହରରେ ଜୀର୍ଣ୍ଣ ହୁଏ ଓ ଇତିମଧ୍ୟରେ ଆଦୌ ଭୋକ କରେ ନାହିଁ)