Jump to content

ଦିନମାନ

ଉଇକିଅଭିଧାନ‌ରୁ

ଦିନମାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦିନ+ ମାନ=ପରିମାଣ; ୬ଷ୍ଠୀ ତତ୍)

[ସମ୍ପାଦନା]

(ଜ୍ୟୋତିଷ) କୌଣସି ଦିବସର ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟର ପରିମାଣ —(astronomy) The length of a day; the time between the sunrise and the sunset of a day.

[ଦ୍ରଷ୍ଟବ୍ୟ —ସୂର୍ଯ୍ୟ ବିଷୁବରେଖା ଉପରେ ଥିବାବେଳେ ଦିନ ୧୨: ଘଣ୍ଟା ଓ ରାତି ୧୨: ଘଣ୍ଟା ହୁଏ, କିନ୍ତୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଅନୁସାରେ ଦିବସର କ୍ଷୟ ବୃଦ୍ଧି ହୁଏ ଓ ଦିନ କ୍ରମଶଃ ଯଥାକ୍ରମେ କ୍ରମେ ଓ ବଢ଼େ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାନ୍ତ ପର୍ଯ୍ୟନ୍ତ କାଳ ଯେତେ ଦଣ୍ଡ ଯେତେ ଲିତା ହୁଏ ତାକୁ ଦିନମାନ ବୋଲାଯାଏ]

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]

ଦିନଭର; ଦିନତମାମ — Throughout the day.