ଦିନା
ଦେଖଣା
ଦିନା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂଖ୍ୟାବାଚକ ଅନ୍ୟ ଶବ୍ଦ ପୂର୍ବେ ଲାଗେ)
[ସମ୍ପାଦନା]- ୧. ଦିନ —୧. Day (prefixed to words denoting number)
(ଯଥା—ଦିନାଚିରି; ଦିନାଦୁଇ; ଦିନାକେତେ ଇତ୍ୟାଦି= ଚାରି ଦିନ; ଦୁଇ ଦିନ; କେତେ ଦିନ ଇତ୍ୟାଦି)
(ଦିନାଇ; ଦିନେଇ; ଦିନୁ—ଆଦରାର୍ଥକ)
(ଦିନୁଆ—ଅନ୍ୟରୂପ)
- ୨. ଦୀନବନ୍ଧୁ ନାମକ ବ୍ୟକ୍ତିର ଅନାଦରାର୍ଥକ ଡାକ ନାମ — ୨. A name for calling Dinabandhu in familiarity.