Jump to content

ଦିନାଂଶ

ଉଇକିଅଭିଧାନ‌ରୁ

ଦିନାଂଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିନ+ଅଂଶ; ୬ଷ୍ଠୀ ତତ୍)

[ସମ୍ପାଦନା]

ଦିବସର ପ୍ରାଧାନ ତିନି ଭାଗରୁ ଏକ — One of the the three divisions of the day, viz morning, noon and afternoon.

[ ଯଥା—ଦିନାଂଶତ୍ରୟ ଯଥା—ପୂର୍ବାହ୍ଣ, ମଧ୍ୟହ୍ନ ଓ ଅପରାହ୍ଣ; ପ୍ରାତଃକାଳ, ମଧ୍ୟାହ୍ନ ଓ ସାୟଂକାଳ]