Jump to content

ଦିନାଜି

ଉଇକିଅଭିଧାନ‌ରୁ

ଦିନାଜି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଦୈନିକ)

[ସମ୍ପାଦନା]

ଦୈନିକ —Daily.

ଦେଶଜ - ଅ

[ସମ୍ପାଦନା]

ପ୍ରତିଦିନ —Daily.

(ଯଥା—ତୋର ମୂଲ ଦିନାଦି କେତେ ପଡ଼େ)