Jump to content

ଦିନାନ୍ଧ

ଉଇକିଅଭିଧାନ‌ରୁ

ଦିନାନ୍ଧ

ଉଚ୍ଚାରଣ

[ସମ୍ପାଦନା]

(ଦିନାନ୍ଧତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯାହାକୁ ଦିନରେ ଦେଖାଯାଏ ନାହିଁ — ୧. Unable to see in daylight.

(ଯଥା—ଚେମିଣି, ପେଚା, ବାଦୁଡ଼ି)

୨. ଦିବାନ୍ଧତାରୋଗଗ୍ରସ୍ତ ବ୍ୟକ୍ତି — ୨. (a person) Suffering from sun-blindness.