ଦିନାର୍ଦ୍ଧ
ଦେଖଣା
ଦିନାର୍ଦ୍ଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦିନ+ଅର୍ଦ୍ଧ)
[ସମ୍ପାଦନା]- ୧. ମଧ୍ୟାହ୍ନ — ୧. Midday.
- ୨. (ଜ୍ୟୋତିଷ) ପୃଥିବୀର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ସାନ ବା ବଡ଼ ହେବା ଦିବସର ଅର୍ଦ୍ଧେକ ସମୟ (ଦିନ ମାନ ତଳେ ନୋଟ୍ ଦେଖ) —୨. (astromony) Half the length of a particular day; half of the time between sunrise and sunset of a partcular day.