ଦିନା କେତେ
ଦେଖଣା
ଦିନା କେତେ
ଉଚ୍ଚାରଣ
[ସମ୍ପାଦନା](ଦିନାକାତେ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ଦନ ଓ କତି)
[ସମ୍ପାଦନା]- ୧. କେତେକ ଦିନ ପାଇଁ — ୧. For some days.
ତୁମ୍ଭର ଦୟା ଯେବେ ମୋତେ ମୋ ଘରେ ରୁହ ବିନା କେତେ ଜଗନ୍ନାଥ. ଭାଗବତ
- ୨. ଅଳ୍ପ ଦିନ ପାଇଁ —୨. For a few days.
ନୂଆ ନୂଆ ଦିନ କେତେ, ନୂଆ ଦେଖି ପୁରୁଣା ପାଶୋରି ଦେଲ ଦୂର କରି ଦେଲ ମୋତେ—ଢଗ
- ୩. କେତେ ଦିନ ବ୍ୟାପୀ ସମୟ; ବହୁକାଳ — ୩. Days and days; for a long time.
(ଯଥା—ନୂଆ ଗାଈଟାକୁ ଦିନା କେତେ ଖୁଣ୍ଟରେ ବାନ୍ଧିଲେ ଯାଇଁ ସେ ଘର ମଣିବ)
- ୪. କେତେକ କାଳ ପାଇଁ —୪. For some time.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କେତେକ ଦିନ —Some days.