ଦିନିଆ
ଦିନରେ ଘଟିବା; ଦିନବ୍ୟାପୀ —Relating to a day; an affix meaning consisting of a day or days.
(ଯଥା—ଅଢ଼େଇଦିନିଆ; ଖରାଦିନିଆ; ଚାରିଦିନିଆ ଇତ୍ୟାଦି)