Jump to content

ଦିନୁ

ଉଇକିଅଭିଧାନ‌ରୁ

ଦିନୁ

ଉଚ୍ଚାରଣ

[ସମ୍ପାଦନା]

(ଦିନୁଁ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. (ଅମୁକ) ଦିବସଠାରୁ ଆରମ୍ଭକରି — ୧. Since such a day.

(ଯଥା—ଏଠାରେ ୧୨: ତାରିଖ ଦିନୁ ବର୍ଷା ହେଉଛି)

୨. (ଅମୁକ) ସମୟରୁ —୨. Since such a time.

ଯେଉଁ ଦିନୁ ହେଲା ସୁବାସ ନାସ, ସେହି ଦିନୁ ହେଲା ସୁବାସ ନାଶ, ସୁବାସ ନାଶ, ସୁବାସ ନାଶ—ତଗ.

(ଦିନୁଆଁ—ଅନାଦରାର୍ଥକ)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଦିନବନ୍ଧୁର ଆଦରାର୍ଥକ ଡାକନାମ —A name for calling Dinabandhu in fondness.