Jump to content

ଦିନୁଦିନ

ଉଇକିଅଭିଧାନ‌ରୁ

ଦିନୁଦିନ

ଉଚ୍ଚାରଣ

[ସମ୍ପାଦନା]

ଦିନୁଁଦିନ; ଦିନୁଁ ଦୁନୁଁ;, ଦିନୁକୁଦିନ; ଦିନୁ ଦିନୁ;, ଦିନକୁଦିନ; ଦିନୁଦିନେ;, ଦିନୁଁଦିନେ; ଦିନବରଦିନଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.

[ସମ୍ପାଦନା]
୧. ପ୍ରତିଦିନ; ନିତି — ୧. Daily; every day.

ମୋହର ସେବା ଦିନଦିନେ, ଦେଖି ସନ୍ତୋଷ ବିପ୍ତଜନେ ଜଗନ୍ନାଥ. ଭାଗବତ

୨. ଏକ ଦିନରୁ ଅନ୍ୟ ଦିନ ସମୟ; ଯଥାକ୍ରମେ ଏକ ଦିନର ପରେ ଅନ୍ୟ ଦିନରେ —୨. Day by day; from day to day.

ଶୁକଡ଼ ପକ୍ଷେ ଚନ୍ଦ୍ର ଯେହ୍ନେ. ବଢ଼ଇ ପୁତ୍ର ଦିନୁଦିନେ ଜଗନ୍ନାଥ—ଭାଗବତ