Jump to content

ଦିନେ

ଉଇକିଅଭିଧାନ‌ରୁ

ଦିନେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.

[ସମ୍ପାଦନା]
୧. କୌଣସି ଏକ ଦିବସରେ — ୧. On any day.

(ଯଥା—ମୋ ଘରକୁ ତୁ ଦିନେ ଆସିବୁ)

୨. ଥରେ ମାତ୍ର —୧. Once only.

ଶ୍ରାହସ୍ତ ଚରଣ କଞ୍ଜ ନଣ ଗାଣ ଶୋଭା ଚାହିଁ ଦିନେ କବିସୂର୍ଯ୍ୟ.ସଙ୍ଗୀତ

୩. ପୂର୍ବେ ବା ଭବିଷ୍ୟତରେ କୌଣସି ସମୟରେ — ୩. At any time (in the past or future).