Jump to content

ଦିନେଶାତ୍ମଜ

ଉଇକିଅଭିଧାନ‌ରୁ

ଦିନେଶାତ୍ମଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍; ଦିନେଶ=ସୂର୍ଯ୍ୟ+ଆତ୍ମଜ= ପୁତ୍ର)

[ସମ୍ପାଦନା]
୧. ଯମ —୧. j̄ama.
୨. ରାଜା କର୍ଣ୍ଣ —୨. King karṇṇa.
୩. ସୁଗ୍ରୀବ —୩. Sugrība.
୪. ଶନି —୪. Saturn.
୫. ସୂର୍ଯ୍ୟ (ପ୍ରକୃତିବାଦ) —୫. The sun.