ଦିନେ କାନ୍ତର
ଦେଖଣା
ଦିନେ କାନ୍ତର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଦିନେଖଣ୍ଡ—ଅନ୍ୟରୂପ)
ଦେଶଜ - ଅ.
[ସମ୍ପାଦନା]- ୧. ଏକଦିନ ବା ତହିଁରୁ କିଛି କମ୍ ବେଶି ସମୟ; ପ୍ରାୟ ଏକ ଦିନ — ୧. About a day.
(ଯଥା—ତା ଦ୍ୱାରେ ଦିନେ କାନ୍ତର ବସି ଗଲେ ମୋ ଟଙ୍କାଟା ଆଦାୟ ହୋଇଯିବ )
- ୨. ଦିନେ ବା ଦୁଇଦିନ —୨. A day or tow.
- ୩. ଅତି ଅଳ୍ପଦିନ —୩. A few days.