Jump to content

ଦିନ କଟିବା

ଉଇକିଅଭିଧାନ‌ରୁ

ଦିନ କଟିବା

ଉଚ୍ଚାରଣ

[ସମ୍ପାଦନା]

ଦିନବିତିବା; ଦିନସରିବା, ଦିନକଟିଯିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦିବସ ବା କାଳ ଅତିକ୍ରାନ୍ତ ହେବା — ୧. The passing of days.
୨. ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେବା; ମିଆଦ ଟପିଯିବା — ୨. The passing away or expiry of the time-limit.