Jump to content

ଦିନ କ୍ଷୟ

ଉଇକିଅଭିଧାନ‌ରୁ

ଦିନ କ୍ଷୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିନ+ କ୍ଷୟ; ୬ଷ୍ଠୀ ତତ୍)

[ସମ୍ପାଦନା]

ତିଥିକ୍ଷୟ; ଏକ ସୌରମାନ ଗୋଟିଏ ତିଥିର କ୍ଷୟ —The loss of a lunar day which takes place when ୩ lunar days occur during the same solar day.