ଦିନ ଗଡ଼ିବା
ଦେଖଣା
ଦିନ ଗଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦିନ ଗଡ଼ିଯିବା; ଦିନ ଟଳିବା; ଦିନ ମଟୁଳିବା—ଅନ୍ୟରୂପ)
- ୧. ନିର୍ଦ୍ଦିଷ୍ଟ ତାରିଖ ଅତିକ୍ରାନ୍ତ ହେବା — ୧. The state of a matter being adjourned; the passing away of the fixed or proper time.
- ୨. ଦ୍ୱିପ୍ରହର ଅତୀତ ହେବା; ଅପରାହ୍ନ ଆସିବା — ୨. The sun's passing the meridian; the coming of the afternoon.