Jump to content

ଦିନ ଗଡ଼େଇବା

ଉଇକିଅଭିଧାନ‌ରୁ

ଦିନ ଗଡ଼େଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦିନ ମଟାଳିବା, ଦିନ ଟାଳିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିର୍ଦ୍ଧାରିତ ଦିବସକୁ ଅତିକ୍ରମଣ କରିବା —୧. To adjourn a matter.
୨. କାଳ କ୍ଷେପଣ କରିବା — ୨. To pass away time.
୩. ଅନ୍ୟ ଦିବସକୁ କୌଣସି କାର୍ଯ୍ୟ ସ୍ଥଗିତ ରଖିବା — ୩. To put off some work to some other date.
୪. ଦିନ ଟାଲିବା (ଦେଖ) - —୪. Dina ṭāḻibā (See)