ଦିନ ଗଣିବା
ଦେଖଣା
ଦିନ ଗଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦିନ ଗଣା(ଣେ)ଣବା—ଣିଜନ୍ତରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ଘଟଣା ଆଉ କେତେ ଦିନ ରହିଲା ବୋଲି ଉତ୍କଣ୍ଠିତାଭାବରେ ଗଣନା କରି ଅପେକ୍ଷା କରିବା —୨. To count the days as to when an eagerly expected event will happen.
ଉତ୍ସବ ଆଶାରେ ଅଶାୟୀ ହୋଇଣ ବହୁଦିନ ଗଣି— ରାଧାନାଥ. ପାର୍ବତୀ
- ୨. ଶୁଭ କାର୍ଯ୍ୟାଦି ନିମନ୍ତେ ଗୋଟିଏ ଶୁଭ ଦିନ ପାଞ୍ଜିରୁ ଗଣନା କରିବା —୨. To find out an auspicious day for a certain or ceremony by astrological calculations.