ଦିନ ଗାଡ଼ି
ଦେଖଣା
ଦିନ ଗାଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦିନ ଗାଡ଼ି
|
(ରାତିଗାଡ଼ି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ଏ ଦେଶରେ ରେଳ ବିସ୍ତାର ହେବାର ପରବର୍ତ୍ତୀ ସମୟର ପ୍ରୟୋଗ)
[ସମ୍ପାଦନା]ଯେଉଁ ରେଳଗାଡ଼ି ସ୍ଥାନୀୟ ଷ୍ଟେସନରେ ଦିନବେଳେ ପହଞ୍ଚେ ବା ଷ୍ଟେସନରୁ ଦିନ ବେଳେ ଛାଡ଼େ —Day train; a train which arrives at or starts from a local station in the day time.