Jump to content

ଦିନ ଟାଳିବା

ଉଇକିଅଭିଧାନ‌ରୁ

ଦିନ ଟାଳିବା

ଉଚ୍ଚାରଣ

[ସମ୍ପାଦନା]

ଦିନଟଳା(ଳେ)ଇବା, ଦିନମଟାଳିବା, ଦିନଗଡ଼ା(ଡ଼େ)ଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିର୍ଦ୍ଦିଷ୍ଟ ସମୟକୁ ଅତିକ୍ରାନ୍ତ କରାଇବା — ୧. To let the proper time pass away.
୨. ଦ୍ୱି ପ୍ରହରବେଳକୁ ଅତିକ୍ରାନ୍ତ କରାଇବା — ୨. To cause the noon to pass away.
୩. ମକଦ୍ଦମା ଆଦିର ଅନ୍ୟ ତାରିଖ କରିବା — ୩. To adjourn (cases etc) to some future date.