ଦିନ ଦିନକର
ଦେଖଣା
ଦିନ ଦିନକର
ଉଚ୍ଚାରଣ
[ସମ୍ପାଦନା](ଦିନ ଦିନକ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦିନ ଦିନକର
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଏକ ଏକ ଦିନରେ ଘଟିଥିବା; କୌଣସି କୌଣସି ସମୟରେ ବା କୌଣସି କୌଣସି ଦିନ ଘଟିଥିବା —୧. Of certain days; which has happened on certain days.
- ୨. ପ୍ରତିଦିନର —୨. Daily; of every day.