Jump to content

ଦିନ ଦୁଃଖିତ

ଉଇକିଅଭିଧାନ‌ରୁ

ଦିନ ଦୁଃଖିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଦିନ+ ଦୁଃଖିତ; ଆଶୁ ସ୍ତ୍ରୀବିଚ୍ଛେଦ ହେତୁ ଏ ପକ୍ଷୀ ଦିବସରେ ଦୁଃଖିତ ଥାଏ)

[ସମ୍ପାଦନା]

ଚକ୍ରବାକ ପକ୍ଷୀ —The ruddy gander; Anas Casarca; (supposed to be sorry all day long for fear of impending separation from his mate at night.)