Jump to content

ଦିନ ନେବା

ଉଇକିଅଭିଧାନ‌ରୁ

ଦିନ ନେବା

ଉଚ୍ଚାରଣ

[ସମ୍ପାଦନା]

ଦିନ ନବା, ଦିନ ବିତା(ତେ)ଇବା, ଦିନ ସରା(ରେ)ଇବା, ଦିନ ସାରିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅନ୍ୟବ୍ୟକ୍ତି ସଂସାରଯାତ୍ରା ନିର୍ବାହ କରାଇବା —୧. To cause another person to live in comfort; to cause another to get on in life or spend one's days.

ଘୋଡ଼ା ମୁଣ୍ଡେ ପାଟଫୁରି ସତେ କି କାଳିଆ ମୋ ଦିନ ନବ ମନ ସିନା ଚିଡ଼ୁଥିଲି ଚଇତିଘୋଡ଼ା ଗୀତ

୨. କାଳ ଯାପନ କରିବା —୨. To pass time.

ଧନ ଅରଜନ କଥାକୁ ନ ଜାଣଇ ଜିତେନ୍ଦ୍ରିୟ ହୋଇଣ ଦିନକୁ ନିଅଇ କୃଷ୍ଣସିଂହ. ମହାଭାରତ ବନ