ଦିନ ମଣି
ଦେଖଣା
ଦିନ ମଣି
ଉଚ୍ଚାରଣ
[ସମ୍ପାଦନା]ଦିନମୟୁଖ; ଦିନମାଳି, ଦିନରତ୍ନି, ଦିନରାଜଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ଦିନ+ ମଣି; ୬ଷ୍ଠୀ ତତ୍; ଦିବସର ମଣି ବା ଉଜ୍ଜ୍ୱଳ ରତ୍ନସ୍ୱରୂପ)
[ସମ୍ପାଦନା]- ୧. ସୂର୍ଯ୍ୟ —୧. The Sun.
- ୨. ଅରଖଗଛ (ହିନ୍ଦୀ - ଶବ୍ଦସାଗର) — ୨. Calotropis Gigantea.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ପୁରୁଷ ଲୋକଙ୍କ ନାମ — A name given to males.