Jump to content

ଦିନ ମୁଖ

ଉଇକିଅଭିଧାନ‌ରୁ

ଦିନ ମୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିନ+ ମୁଖ. ୬ଷ୍ଠୀ. ତତ୍)

[ସମ୍ପାଦନା]
୧. ପ୍ରାତଃକାଳ; ପ୍ରଭାତ; ପ୍ରତ୍ୟୁଷ — ୧. Early morning; day break; dawn.
୨. ସୂର୍ଯ୍ୟ (ଜ୍ଞାନେନ୍ଦ୍ର) —୨. The Sun.
୩. ପୂର୍ବାଦି; ଉଦୟାଚଶ — ୩. The mythological mountain in the east from behind which the sun rises.