Jump to content

ଦିନ ଯାପନ

ଉଇକିଅଭିଧାନ‌ରୁ

ଦିନ ଯାପନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିନ+ ଯାପନ; ୬ଷ୍ଠୀ ତତ୍)

[ସମ୍ପାଦନା]

କାଳପାତ; କାଳ କଟାଇବା; କାଳ କ୍ଷେପଣ — The passing away of one's time; the spending of one's days.