ଦିନ ହରିବା
ଦେଖଣା
ଦିନ ହରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କାଳ କାଟିବା; କାଳାତିପାତ କରିବା — ୧. To pass time.
ଦିନ ହରୁ ସୁମଝରା ବନାଇ ବନାଇ କବିସୂର୍ଯ୍ୟ. ସଙ୍ଗୀତ
- ୨. ଜୀବନ ଯାପନ କରିବା — ୨. To pass one's life.
ତନ୍ତ୍ରସ୍ଥତ ମହାନଦୀରେ କଲେ ସ୍ନାନ ମାହା ସୁଖେ ଦିନକୁ ହରଇ ସେ ଜନ କୃଷ୍ଣସଂହ. ମହାଭାରତ ବନ
[[]] ୩ ଦିନ ସାରିବା ]] ୨ (ଦେଖ) - ୩. Dina sāribā (See)