Jump to content

ଦିନ ହେବା

ଉଇକିଅଭିଧାନ‌ରୁ

ଦିନ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସକାଳ ହେବା; ସୂର୍ଯ୍ୟୋଦୟ ହେବା — ୧. The dawning of the day.
୨. କୌଣସି ନିର୍ଦ୍ଦିଷ୍ଟ ଦିନ ନିକଟବର୍ତ୍ତୀ ହେବା — ୨. Drawing near of any appointed day.

(ଯଥା—ବର୍ତ୍ତମାନ ଖଜଣା ଦେବାର ଦିନ ହୋଲାଣି)