ଦିପହରିଆ
ଦେଖଣା
ଦିପହରିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱିପ୍ରହର)
[ସମ୍ପାଦନା]ଦ୍ୱିପ୍ରହର ସମ୍ୱନ୍ଧୀୟ — Pertaining to noon.
ଅନ୍ଧାରରାତି, ଶୀତ ପାହାନ୍ତି, ଦି ପହରିଆଖରା ଏଥିରେ ଯେ ଲୋକ ପୋଖରେ ଗଲା; ବେଳ ଥାଉଁ ଥାଉଁ ମଲା ଢ଼ଗ
ଅନୁବାଦ
[ସମ୍ପାଦନା]ଦିପହରିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦ୍ୱିପ୍ରହରବେଳ; ମଧ୍ୟାହ୍ନ; କରାବେଳ — ୧. Midday; noon; hottest time in the sun.
- ୨. (ସଂସ୍କୃତ - ବନ୍ଧୁକ, ବନ୍ଧୂଲୀ; ଓଷ୍ଠ ପୁଷ୍ପ)— ପୁଷ୍ପ ଶାକବିଶେଷ; ବଧୁଲୀଫୁଲ — ୨. Pentapetes Phoenicea.
[ ଦ୍ର—ଗଛ ପ୍ରାୟ ୧ ହାତ ଉଚ୍ଚ; ଫୁଲ ପାଞ୍ଚ ପାଖୁଡ଼ିଆ ଓ ଗାଢ଼ ରକ୍ତବର୍ଣ୍ଣ; ଗୋଟିଏ ଫୁଲ ସାତରାତି ଫୁଟେ ଦିବା ଦିପହର ଅର୍ଥାତ୍ ମଧ୍ୟହ୍ନରେ ଏ ଫୁଲ ଫୁଟେ ବୋଲି ଏହାର ଏପରି ନାମକରଣ ହୋଇଛି ଏହି ଫୁଲର ରଙ୍ଗ ସଙ୍ଗେ କବମାନେ ନାଗରୀଙ୍କ ଓଠକୁ ତୁଳାନା କରନ୍ତି]