Jump to content

ଦିପହରିଆ ମାହାତମ

ଉଇକିଅଭିଧାନ‌ରୁ

ଦିପହରିଆ ମାହାତମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁସଲମାନ୍ମାନଙ୍କର ମହରମ ପର୍ବର ଅଷ୍ଟମ ଦିନ, ଯେଉଁଦିନ ମହମ୍ମଦଙ୍କ ଝିଅର ପୁଅ ଇମାମ୍ ହସନ୍ଙ୍କ ସଙ୍ଗେ ଏଜୀଦ୍ ବଂଶର

ଯୁଦ୍ଧ ଆରମ୍ଭ ହୋଇଥିଲା —The Mahomedan Mohurrum commemorating the beginning of the battle between-Imam Hossan and Ejid.