ଦିପାବଳି ଅମାସ୍ୟା
କାର୍ତ୍ତିକ ମାସର ଅମାବସ୍ୟା, ଯେଉଁ ଦିନ ଗୃହରେ ଏବଂ ଦେବାଳୟମାନଙ୍କରେ ଦୀପମାଳା ବସାଯାଏ ଏବଂ ପିତୃ— ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦୀପଦାନାଦି ଅନୁଷ୍ଟାନ କରାଯାଏ — The new moon of the month of Kārttika.