ଦିଫାଙ୍କୁଡ଼ିଆ
ଦୁଇ ଶାଖାବିଶିଷ୍ଟ; ଦୁଇ ଭାଗରେ ବିଭକ୍ତ ହୋଇଥିବା —Split into two; having two branches; with tow connected divisions; forked.
ପିନ୍ଥ ପଟରେ ଯେଉଁ ଦିଫାଙ୍କଡ଼ିଆ ବୁଢ଼ା ସାହାଡ଼ା ଗଛ ଦେଖୁଛ, ଏଇଟା କଣ ଜାଣ ?—ଫକୀରମୋହନ ଗଳ୍ପ ସ୍ୱଳ୍ପ